ସାତ ଦଶନ୍ଧିପରେ ଲାଲଗଡ଼ରେ ଜିଲ୍ଲାପାଳ ଓ ପ୍ରଶାସନିକ ଅଧିକାରୀ

ସବୁ ଅସୁବିଧା ଦୂରକରିବାକୁ ପ୍ରତିଶୃତିଦେଲେ ଜିଲ୍ଲାପାଳ ଓ ଏସପି ମାଲକାନଗିରି : ପ୍ରଥମ କରି ଲାଲଗଡ଼ର ସ୍ୱାଭିମାନ ଅଞ୍ଚଳରେ ପହଞ୍ଚିଲେ ଜିଲ୍ଲାପାଳ ଓ ପ୍ରଶାସନିକ ଅଧିକାରୀ। ସ୍ୱାଭିମାନ ଅଞ୍ଚଳର ଅତି ମାଓପ୍ରବଣ ଇଲାକା ଯୋଡାମ୍ବ ଠାରେ ଆଜି ହଠାତ ପହଞ୍ଚିଥିଲା ଜିଲ୍ଲା ପ୍ରଶାସନର ସୁଅ। ଜିଲ୍ଲାପାଳ ମନିଷ ଅଗ୍ରୱାଲ ଜଂତୁରାଈ ଗାଁରୁ ମୋଟର ସାଇକେଲ ଯୋଗେ ଯୋଡ଼ମ୍ବ ପଞ୍ଚାୟତରେ ପହଞ୍ଚି ଲୋକମାନଙ୍କର ସୁଖ ଦୁଃଖ ପଚାରି ବୁଝିଥିଲେ। ପ୍ରଥମକରି ଜିଲ୍ଲାପାଳ … Continue reading ସାତ ଦଶନ୍ଧିପରେ ଲାଲଗଡ଼ରେ ଜିଲ୍ଲାପାଳ ଓ ପ୍ରଶାସନିକ ଅଧିକାରୀ